ହିନ୍ଦୋଳ: ତେଲିଭୁଇଁରେ ମାଙ୍କ ଭଷାଣୀ ଉତ୍ସବ ଧୁମ ଧାମରେ ଚାଲିଛି
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରାସୋଳ ତେଲିଭୂଇଁ ଛକରେ ଆଜି ଦିନ ଦୁଇ ଟା ରୁ ମା ଲଷ୍ମୀଙ୍କ ଭସାଣି ଉତ୍ସବ ଚାଲିଛି. 10 ଟି ମେଢ଼ ରାସୋଳ ରୁ ବାହାରି ଧାଡିରେ ତେଲିଭୂଇଁ ଛକ ନାଉକିଆରୀ ଦେଇ ବଡ଼ ଜୋର ନାଳରେ ଭସାଣି ପାଇଁ ବାହାରିଛନ୍ତି. ଏହାକୁ ଦେଖିବାକୁ ଭିଡ଼ ମଧ୍ୟ ଲାଗିଛି. ଏଥି ପାଇଁ ରାସୋଳ ପୋଲିସ ସହ ଦୁଇ ପ୍ଲାଟୁନ ପୋଲିସ ମଧ୍ୟ ମୃତୟନ ହୋଇଛନ୍ତି. ଟ୍ରାଫିକ ବ୍ୟବସ୍ଥା ଅନ୍ୟ ରାସ୍ତାରେ ମଧ୍ୟ କରାଯାଇଛି.