ବଡସାହି: ବେତନଟୀ ଥାନା ଇଲାକାରେ ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏଡିଟକରି ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ମାମଲା ରୁଜୁ
Barsahi, Mayurbhanj | Jul 22, 2025
ବେତନଟୀ ଥାନା ଇଲାକାର ଜନୈକ ବ୍ୟକ୍ତି ଏବଂ ତାଙ୍କ ପରିବାରର ଭାଇ, ଭଉଣୀ ତଥା ଭିଣୋଇଙ୍କ ଫଟୋକୁ ଏଡିଟକରି ଅଶ୍ଳୀଳ ଫଟୋ ପ୍ରସ୍ତୁତ କରି ନକଲି...