ନୂଆବର୍ଷରେ ଦୁର୍ଘଟଣା ।ଗଞ୍ଜାମ ଜିଲ୍ଲା ଚିକିଟୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁରଳ ସୋନପୁର ରୋଡ଼ରେ ଦୁର୍ଘଟଣା ଘଟି ୨ ଜଣ ଆହତ ହୋଇଥିବା ଜଣାପଡିଛି। ଆହତଙ୍କ ମଧ୍ୟରେ ଜଣେ ଛୋଟ ଶିଶୁ ରହିଛି। ଗୁରୁବାର ଅପରାହ୍ନରେ ଅଟୋ ସହ ବାଇକ୍ ଧକ୍କା ହୋଇଥିଲା। ଏଥିରେ ଜଣେ ୫ ବର୍ଷର ଶିଶୁ ଏବଂ ଅନ୍ଯ ଜଣେ ଯୁବକ ଆହତ ହୋଇଛନ୍ତି।