କେନ୍ଦ୍ରାପଡା: ରାମଚଣ୍ଡୀ ପୋଲ ନିକଟରେ ଗତକାଲି ବିଳମ୍ବିତ ରାତିରେ ବାହାରିଲା ମଣିଷ ଖିଆ କୁମ୍ଭୀର ,ସ୍ଥାନୀୟ ଅଞ୍ଚଳରେ ବ୍ୟାପୁଛି ଭୟ
Kendrapara, Kendrapara | Aug 23, 2025
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ରାମଚଣ୍ଡୀ ପୋଲ ନିକଟରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨.୩୦ ମିନିଟ ସମୟରେ ଏକ ଆତଙ୍କଜନକ ଦୃଶ୍ୟ...