ସୁକିନ୍ଦା: ଭୁବନେଶ୍ୱର ସ୍ଥିତ ମନ୍ତ୍ରୀଙ୍କ ବାସ ଗୃହରେ ମନ୍ତ୍ରୀଙ୍କୁ ଭେଟିଲେ ଜଟିଆ ଷ୍ଟୀଲ କର୍ମଚାରୀ
Sukinda, Jajpur | Sep 15, 2025 ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଟିଆ ଷ୍ଟୀଲରେ ଆତ୍ମନିଯୁକ୍ତି ପାଇଥିବା ସ୍ଥାନୀୟ ଯୁବକ ମାନେ ସୋମବାର ଅପରାହ୍ନ 4 ଘଟିକା ସମୟରେ ଭୁବନେଶ୍ୱର ସ୍ଥିତ ମନ୍ତ୍ରୀଙ୍କ ବାସ ଗୃହରେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କୁ ସରକାରୀ ବାସ ଭବନରେ ଭେଟି ବିଶେଷ ଆଲୋଚନା କରିଥିବା ଦେଖିବାକୁ ମିଳିଛି ।