ସୁକିନ୍ଦା: ଟାଟା ପ୍ରକଳ୍ପକୁ ରେଳପଥ ସଂଯୋଗ ପାଇଁ ସୁକିନ୍ଦା ତହସିଲ କାର୍ଯ୍ୟାଳୟରେ ଚାଷୀଙ୍କ ସହ ଆଲୋଚନା କଲେ ଅଧିକାରୀ
Sukinda, Jajpur | Aug 8, 2025
ଅନୁଗୁଳ- ସୁକିନ୍ଦା ରେଳପଥରୁ କଳିଙ୍ଗନଗର ସ୍ଥିତ ଟାଟା ପ୍ରକଳ୍ପକୁ ରେଳପଥ ସଂଯୋଗିକରଣ ନାମରେ ଆବଶ୍ୟକତା ଠାରୁ ଅଧିକ ଜମି ଅଧିଗ୍ରହଣକୁ ସ୍ଥାନୀୟ...