Public App Logo
Jansamasya
National
Delhi
Digitalindia
Pmmsy
Matsyasampadasesamriddhi
Fitwithfish
Fisheries
Nfdp
Didyouknow
Constitutionday
Samvidhandivas
Indianconstitution
Fidfimpact
Kisancreditcard
Valueaddition
South_delhi
North_delhi
Vandemataram
Dahd
West_delhi
North_west_delhi
Haryana
���ीएसटी
Cybersecurityawareness
Nextgengst
Happydiwali
Diwali2025
Railinfra4andhrapradesh
Responsiblerailyatri

ରେଙ୍ଗାଲି: ବରମପୁରା ଗ୍ରାମ ନିକଟରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

Rengali, Sambalpur | Oct 14, 2024
ବରମପୁରା ଗ୍ରାମ ନିକଟରେ ଏକ ମୃତ ଦେହ ବୁର୍ଲା ପୋଲିସ ଦ୍ୱାରା ଉଦ୍ଧାର କରାଯାଇଛି l ସୂଚନା ଅନୁସାରେ ଆଜି ଦିନ 12ଟା 30 ମିନିଟ ସମୟରେ ବରମପୁରା ଗ୍ରାମ ନିକଟରେ ଏକ ଅଜଣା ମୃତ ଦେହ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ l ସଙ୍ଗେ ସଙ୍ଗେ ଗ୍ରାମବାସୀ ମାନେ ମୃତ ଦେହ ପଡ଼ିଥିବା ନେଇ ପୋଲିସ କୁ ଜଣାଇଥିଲେ l ପରେ ବୁର୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ପୋଷ୍ଟମଟମ ପାଇଁ ବୁର୍ଲା ମେଡିକାଲ କୁ ପଠାଇଥିଲା l ଅଜଣା ମୃତ ଦେହ ଟି ଜଣେ 25 ବର୍ଷୀୟ ମହିଳା ଙ୍କ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l

MORE NEWS