ଦେବଗଡ: ଦିନିକିଆ ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଅଂଚଳ ପରିଦର୍ଶନ ଏବଂ ସରକାରୀ ଯୋଜନାର ସମୀକ୍ଷା କଲେ ଜିଲ୍ଲା ନୋଡାଲ ଅଧିକାରୀ
Debagarh, Debagarh (Deogarh) | Aug 22, 2025
ଦେବଗଡ ଜିଲ୍ଲା ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ନିଯୁକ୍ତ ଜିଲ୍ଲା ନୋଡାଲ ଅଧିକାରୀ ତଥା ଓଏମସି ପରିଚାଳନା ନିର୍ଦ୍ଦେଶକ ସୁଧାଂସୁ ମୋହନ ସାମଲ...