ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିର ଭିତରେ ହିଡେନ୍ କ୍ୟାମେରା ରେ ସୁଟିଂ କରୁଥିବା ସମୟରେ ଧରାପଡିଲେ ଜଣେ, କାଯ୍ୟଳୟରେ ସୂଚନା ଦେଲେ ପୁରୀ ଏସପି l
Puri M, Puri | Aug 27, 2025
ଶ୍ରୀମନ୍ଦିର ଭିତରେ ହିଡେନ୍ କ୍ୟାମେରା ରେ ସୁଟିଂ କରୁଥିବା ସମୟରେ ଧରାପଡିଲେ ଜଣେ ବାହାର ରାଜ୍ୟର ବ୍ୟକ୍ତି, ସିଂହଦ୍ଵାର ଥାନାରେ ଅଟକ ରଖି...