କୋରାପୁଟ ସହର.. ଆଜି ସକାଳ ଆଠ ଟା ସମୟରେ ଗତକାଲି ଉଦଘାଟନ ହୋଇଥିବା ପରବ..2025 ର ପ୍ରଥମ ସନ୍ଧ୍ୟାରେ ଷ୍ଟେଜ ପାସ ନ ମିଳିବାରୁ ପରବ ପ୍ରୋଗ୍ରାମ ରେ ଯୋଗ ଦେଇ ନ ପାରି ଅଧ ବାଟ ରୁ ଫେରିଲେ ପୁର୍ବତନ ବିଧାୟକ ନିମାଇଁ ସରକାର। ଏ ନେଇ ପ୍ରତିକ୍ରିୟା ରଖି କ୍ଷୋଭ ପ୍ରକାଶ କରିଛନ୍ତି ପୁର୍ବତନ ବିଧାୟକ । ଏବଂ କହିଚନ୍ତି ଶେଷ ରେ ସେ ଜିଲ୍ଲାପାଳ ଙ୍କୁ ଭି ଏ ବାବାଦ ରେ ଜନେଇଥିଲେ ମଧ ଜିଲ୍ଲାପାଳ ଶୁଣି ନ ଥିଲେ। ଯାହା ଫଳ ରେ ପାସ୍ ନ ମିଳିବାରୁ ଅଧ ବାଟରୁ ଅପମାନିତ ହୋଇ ଫେରିଲେ ବୋଲି କହିଛନ୍ତି ପୁର୍ବତନ ବିଧାୟକ।