ପଣ୍ଡାପଡା: ପାଣିପାଗ କେନ୍ଦ୍ର ପକ୍ଷରୁ ଅକ୍ଟୋବର ୧ ତାରିଖ ରୁ ନଭେମ୍ବର 21ତାରିଖ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାରେ 5.9 ମିଲିମିଟର ବର୍ଷା ହୋଇଥିବା ସୂଚନା
ପାଣିପାଗ କେନ୍ଦ୍ର ପକ୍ଷରୁ ଅକ୍ଟୋବର ୧ ତାରିଖ ରୁ ନଭେମ୍ବର 21ତାରିଖ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାରେ 5.9 ମିଲିମିଟର ବର୍ଷା ହୋଇଥିବା ନେଇ ସୂଚନା ଦିଆଯାଇଛି । ତେବେ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ଘଡଘଡି ଓ ବିଜୁଳି ମାରିଥିବା ନେଇ ଆଜି ଅର୍ଥାତ ଗୁରୁବାର ଅପରାହ୍ନ ସମୟରେ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି ।