Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ବାଲେଶ୍ବର ମ୍ୟୁନିସିପାଲଟି: ଭେନିଆ ପାରଡ଼ାଇଜ ମଣ୍ଡପ ଠାରେ ଇଞ୍ଜିନିୟରସ ଦିବସ ଉପଲକ୍ଷେ ବିଶାଳ ରକ୍ତଦାନ ଶିବିର

Baleshwar M, Balasore | Sep 15, 2025
ଆଜି ବାଲେଶ୍ଵର ଇଞ୍ଜିନିୟରସ ଫୋରମ ପକ୍ଷରୁ ସ୍ଥାନୀୟ ଭେନିଆ ପାରାଡ଼ାଇଜ ମଣ୍ଡପ ଠାରେ ୫୮ ଇଞ୍ଜିନିୟର୍ସ ଦିବସ ଓ ଫୋରମ୍ ର ୨୩ ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପୂର୍ବାହ୍ନ ୧୧ ଟା ସମୟରେ ଆୟୋଜିତ ବିଶାଳ ରକ୍ତଦାନ ଶିବିର କୁ ଟାଟା ମୋଟର୍ସ ଜାମସେଦପୁର ର ପୂର୍ବତନ ମହାପ୍ରବନ୍ଧକ ଇଂ.ଅମିୟ ସିଂ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ଇଂ. ଅଚ୍ୟୁତାନନ୍ଦ ଦାସ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ଫୋରମ୍ ର ସଭାପତି ଇଂ.ସୁଗତ ବୋଷ,ସାଧାରଣ ସଂପାଦକ ଇଂ ହୃଷିକେଶ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

MORE NEWS