ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର ୨୦ ପମ୍ପ ହାଉସ ଠାରେ ଶ୍ରୀ ଶ୍ରୀ ବିଷ୍ଣୁ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ
ରାଉରକେଲା: ଆଜି ଗୁରୁବାର ଦିନ ଅପରାହ୍ନ ୩ଟା ସମୟରେ ବିଶ୍ବର କଲ୍ୟାଣ ଓ ଶାନ୍ତି ପ୍ରତିଷ୍ଠା ନିମନ୍ତେ ସେକ୍ଟର ୨୦ସ୍ଥିତ ପମ୍ପ ହାଉସ କଲୋନୀ ଠାରେ ଦୁଇଦିନିଆ ଶ୍ରୀ ଶ୍ରୀ ବିଷ୍ଣୁ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୂଜକ କଳ୍ପତରୁ ପାଢ଼ୀ ଓ କର୍ତ୍ତା ଭାବେ କୃଷ୍ଣଚନ୍ଦ୍ର ସାହୁ ତଥା ହେମଲତା ସାହୁ ଦାୟିତ୍ଵ ନିର୍ବାହ କରିଥିଲେ। ଏହି ଦ୍ବିଦିବସୀୟ କାର୍ଯ୍ୟକ୍ରମରେ ଅଙ୍କୁରାରୋପଣ, ସୂର୍ଯ୍ୟପୂଜା,କଳସ ଯାତ୍ରା, ବୈଷ୍ଣୋବାଗ୍ନି ସ୍ଥାପନ,ମଣ୍ଡଳ ପୂଜା, ପୁଷ୍ପାଞ୍ଜଳି, ଆରତୀ, ବୈଦିକ ଯଜ୍ଞ, ବିଷ୍ଣୁ ସହସ୍ରନାମ, ଗ