ବୁଧବାର ଏକ ବିଶାଳକାୟ ଭାଲୁ ଜଙ୍ଗଲ ରୁ ଖସି ଆସି ଗ୍ରାମରେ ପଶିବା ସହ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା। ଭାଲୁ ଆକ୍ରମଣରେ ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଡ଼ିହିରାକୂଳ ଗ୍ରାମର ସୋମନାଥ ପ୍ରଧାନ। ଏହି ଆକ୍ରମଣରେ ରେ ଗୁରୁତର ହୋଇପଡ଼ିଥିବା ବେଳେ ସୋମନାଥଙ୍କ ହାତ ଏବଂ ଛାତିରେ ଗଭୀର କ୍ଷତ ହୋଇଛି।