ବାରିପଦା ମ୍ୟୁନିସିପାଲଟି: ୩ ସ୍ବେଛାସେବୀଙ୍କ ରକ୍ତଦାନ ପାଇଁ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ୩ ଜଣଙ୍କ ବଞ୍ଚିଲା ଜୀବନ
ବାରିପଦା ରକ୍ତଭଣ୍ଡାରରେ ବର୍ତ୍ତମାନ ପରିସ୍ଥିତିରେ ରକ୍ତର ଅଭାବ ଦେଖାଦେଇଥିବା ବେଳେ ୩ ଜଣ ସ୍ବେଛାସେବୀ ରକ୍ତଦାନ କରି ୩ ଜଣଙ୍କ ଜୀବନ ବଞ୍ଚାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲରେ ବୁଧବାର ଦିନ ପ୍ରାୟ ୧୦ଟାରେ ୩ ଜଣ ରୋଗୀ ଙ୍କର ଜରୁରୀ କାଳୀନ ରକ୍ତର ଆବଶ୍ୟକ ହେବାରୁ ସେମାନେ ନାରାୟଣ ସେବା ଟ୍ରଷ୍ଟକୁ ଯୋଗାଯୋଗ କରିଥିଲେ।