ଫୁଲବାଣୀ ସହର: ଟିକାବାଲି ରେ ବିବାଦ କୁ ନେଇ ଟିକାବାଲି ଥାନା ରେ ଅଭିଯୋଗ. ଅଭିଯୋଗ କୁ ଆଧାର କରି ଥାନା ରେ ଦୁଇଟି ମାମଲା ରୁଜୁ ହୋଇଛି
ଟିକାବାଲି ଅଂଚଳ ରେ ବିବାଦ କୁ ନେଇ ଟିକାବାଲି ଥାନା ରେ ଅଭଯୋଗ କୁ ଆଧାର କରି ଥାନା ରେ ମାମଲା ରୁଜୁ ହୋଇ ଥିବାର ଜି ଉଦୟଗିରି ଉପ ଖଣ୍ଡ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି. ଏ ନେଇ ଥାନା ରେ 205,206/2025 ରେ ଏକ ମାମଲା ରୁଜୁ ହୋଇଅଛି.ଏ ନେଇ ଜି ଉଦୟଗିରି ଉପ ଖଣ୍ଡ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି.