ବାଲିଗୁଡା ନୁଆସାହି ଠାରେ ବ୍ଲକ ସ୍ତରୀୟ ସୁରଭି କାଯ୍ୟକ୍ରମ ଅନୁଷ୍ଠିତ ହଇଯାଇଛି, ଏହି କାଯ୍ୟକ୍ରମ ଟି ଶୁକ୍ରବାର ସକାଳ 10ଘଣ୍ଟିକାରୁ ଆରମ୍ଭ କରି ରାତି 10ଘଣ୍ଟିକା ପଯ୍ୟନ୍ତ ଚାଲୁ ରହିଥିଲା ମୁଖ୍ୟ ଅତିଥି ଭାବରେ ITDA, PAକୣପାସିନ୍ଧୁ ବେହେରା, ବିଈଓ ମହେ ଶ୍ୱର ମାଝି, SDPO ରମେନ୍ଦ୍ର ଯଗଦେଛନ୍ତି, ଛାଡ୍ରଛାତ୍ରୀ ଙ୍କ ମଙ୍ଗଳ କାମନା କରିଛନ୍ତି