ପଦ୍ମପୁର: ପଦ୍ମପୁର ସହରରେ ମହାସମାରୋହ ରେ ଅଗ୍ରସେନ ଜୟନ୍ତୀ ପାଳନ
ଆଜି ସୋମବାର ସକାଳ ୧୦ ଟା ସମୟରେ ପଦ୍ମପୁର ସହରରେ ମାରୱାଡି ସମାଜ ପକ୍ଷରୁ ମହାସମାରୋହ ରେ ଅଗ୍ରସେନ ଜୟନ୍ତୀ ପାଳନ ହୋଇଯାଇଛି। ଏହି ଅବସରରେ ସକାଳେ ମାରୱାଡି ଧର୍ମଶାଳା ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ପଦ୍ମପୁର ସହର ପରିକ୍ରମା କରିଥିଲା। ସନ୍ଧ୍ୟା ରେ ବିଭିନ୍ନ କାର୍ଯ୍ୟକ୍ରମ ହେବା ସହ ବିଜୟୀ ପ୍ରତିଭା ଙ୍କୁ ପୁରସ୍କାର ବିତରଣ କରଯାଇଥିଲା। ପଦ୍ମପୁର ସହରର କିଛି ସ୍ୱେଚ୍ଛାସେବୀ, ଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଶତାଧିକ ମାରୱାଡି ସମାଜର ସଦସ୍ୟ ଓ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ।