Public App Logo
Jansamasya
National
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Pmmsy
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco

ଲକ୍ଷ୍ମୀପୁର: ଦଶମନ୍ତପୁର ବ୍ଳକ ଜୋନ ୨ ର ଗାଦିଆଗୁଡା ପଞ୍ଚାୟତ ବିଭିନ୍ନ ଗ୍ରାମରେ କଂଗ୍ରେସର ଭୋଟ ଚୋରି ଗାଦି ଛାଡ଼ ଅଭିଯାନ

Lakshmipur, Koraput | Oct 9, 2025
ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଦଶମନ୍ତପୁର ବ୍ଲକ ଜୋନ ୨ ଗାଦିଆଗୁଡା ପଞ୍ଚାୟତ ବିଭିନ୍ନ ଗ୍ରାମରେ ଆଜି ଅପରାହ୍ନ ୪ଟା ସମୟରେ କଂଗ୍ରେସର ଭୋଟ ଚୋରି ଗାଦି ଛାଡ଼ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦଶମନ୍ତପୁର ଜୋନ୍ ୨ ଜିଲ୍ଲା ପରିଷଦ ଧନପତି ସାଉଁନ୍ତା ପ୍ରତୈକ ଗ୍ରାମରେ ଲୋକଙ୍କୁ ଭୋଟ ଚୋରି ନେଇ ସଚେତନ କରିଛନ୍ତି।

MORE NEWS