ଚାରବାଟି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ରେଢ଼ାଖୋଲ ଟିମ୍ ଚମ୍ପିୟାନ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଲୁହାପଙ୍କ ପଞ୍ଚାୟତର ଚାରବାଟି ଖେଳପଡ଼ିଆ ଠାରେ ଚତୁର୍ଥ ତମ ୟୁଥ୍ ଷ୍ଟାର ଚାରବାଟି ଆନୁକୁଲ୍ୟରେ ଚାଲିଥିବା ଚାରବାଟି କପ୍ ର ଫାଇନାଲ ମ୍ୟାଚ ବୁଧବାର ଅପରାହ୍ନରେ ଡଙ୍ଗାପାଳ ଏବଂ ରେଢ଼ାଖୋଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଫର୍ମାଟ ଫାଇନାଲ ମ୍ୟାଚରେ ଡଙ୍ଗାପାଳକୁ ୧-୨ ରେ ହରାଇ ରେଢ଼ାଖୋଲ ଚମ୍ପିୟାନ ହୋଇଛି। ଏହି ଉପଲକ୍ଷେ ଆୟୋଜିତ ପୁରସ୍କାର ବିତରଣୀସଭାରେ ମୁଖ୍ୟ ଅତିଥି ଭାବରେ ରେଢ଼ାଖୋଲ ଜୋନଂ ୨ ର ସଦସ୍ୟ ଶରତ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଲୁହାପଙ୍କ ପଞ୍ଚ