ନିମ୍ନ ମାନର କାର୍ଯ୍ଯ ଯୋଗୁଁ ଭୁଷୁଡି ଯାଇଛି ଗାର୍ଡ ଓ୍ବାଲ୍ ।ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଠଣାଗାଁ ଘାଟିରେ ପିଡବ୍ଲ୍ୟୁଡି ରାସ୍ତାର ଗାର୍ଡ ଓ୍ବାଲ୍ ନିମ୍ନ ମାନର କାମ ଯୋଗୁଁ ଭୁଷୁଡ଼ି ଯାଇଥିବା ଅଭିଯୋଗ। ରବିବାର ଅପରାହ୍ନରେ ଏଭଳି ଅଭିଯୋଗ କରି ଚିକିଟି ଠାରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀରୂପ ଦେବ ।