ବାଲିଗୁଡା ସହରର ଜଗନ୍ନାଥ ମନ୍ଦିର ପାଶ୍ୱରେ ଦିପାବଳି ଅବସରରେ ଓଡିଶା ପସିଦ୍ଧ ପ୍ରବଚକ ପଣ୍ଡିତ ଗପାଳ ଦାସ, ଦ୍ୱାରା ପ୍ରବଚନ କାଯ୍ୟକ୍ରମ ଅନୁଷ୍ଠିତ, ଏହି କାଯ୍ୟକ୍ରମ ଟି ଶନିବାରେ ସଂନ୍ଧ୍ଯା 6ଘଣ୍ଟିକା ରୁ ଆରମ୍ଭ କରି ରାତି 10ଘଣ୍ଟିକା ପଯ୍ୟନ୍ତ ଚାଲୁ ରହିଥିଲା, ମାନବ ଧର୍ମ, ହିଂଶା, ରାଗ, ଏବଂ ସାହାଯ୍ୟ ଉପରେ ପଣ୍ଡିତ ଗପାଳ ଦାସ ପ୍ରବଚନ ଦେଇଛନ୍ତି, ଏହି ପ୍ରବଚନ ଶୁଣିବା ପାଇଁ ସହ ସହ ଶ୍ରଦ୍ଧାଳୁ ଙ୍କ ଭିଡ ଜମିଥିଲା