Public App Logo
Jansamasya
National
South_delhi
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
Worldenvironmentday
Beattheheat

ଲକ୍ଷ୍ମୀପୁର: କଂସାରୀଗୁଡା କମ୍ପାନୀ ନିକଟରେ ଇଲେଭେନ କେଭି ତାର ସଂସ୍ପର୍ଶରେ ଆସି ହାଇୱା ଚାଳକଙ୍କ ମୃତ୍ଯୁ

Lakshmipur, Koraput | Nov 10, 2025
ମୃତ ଚାଳକ ହେଲେ ଲକ୍ଷ୍ମୀପୁର ବ୍ଲକ ଚମ୍ପି ଗ୍ରାମର ପ୍ରକାଶ ଦାଶ।କଂସାରୀଗୁଡା ସ୍ଥିତ ଏକ କମ୍ପାନୀର ମାଟି କାମରେ ନୋୟୋଜିତ ଥିଲେ। ଆଜି ସନ୍ଧ୍ୟାରେ ହାଇୱା ରେ ମାଟି ଅନଲୋଡ଼ କରୁଥିବା ବେଳେ ପଛପଟ ଡାଲା ଉପରେ ଥିବା ଏଗାର କେଭି ତାର ରେ ବାଜିଥିଲା।ଡାଲା ବାଜିବା କ୍ଷଣି ବିଦ୍ୟୁତ ଝଟକା ରେ ପ୍ରକାଶ ଗାଡ଼ିରୁ ତଳକୁ ଛିଟିକି ପଡ଼ିଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କା ମୃତ୍ୟୁ ହୋଇଥିବା ରାତି୮ଟା ସମୟରେ ସୂଚନା ମିଳିଛି।

MORE NEWS