ନର୍ଲା: ସର୍ଗୀଗୁଦା ଗ୍ରାମର ବିଶିଷ୍ଟ କଳାକାର ଅବସର ପ୍ରାପ୍ତ ଶିକ୍ଷକ ଙ୍କ ବିୟୋଗ ଅଂଚଳରେ ଶୋକାକୁଳ ପରିବେଶ
ଆଜି ମଙ୍ଗଳବାର ଦିନ ପୂର୍ବାହ୍ନ ଏଗାର ଘଣ୍ଟା ସମୟରେ ସର୍ଗୀଗୁଡ଼ା ଗ୍ରାମର ଲକ୍ଷଣ ବାଗ ଙ୍କ ଦେହାନ୍ତ ହୋଇଯାଇଛି ମୃତ୍ୟୁ ବେଳକୁ ତାଙ୍କୁ 61 ବର୍ଷ ହୋଉଥିଲା ସ୍ୱର୍ଗତ ବାଗ ଜାଣେ ଶିକ୍ଷାବିତ୍ ଓ କଳାକାର ଥିଲେ ତାଙ୍କର ମୃତ୍ୟୁ ଖବର ପାଇବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି