ଝାରସୁଗୁଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଦଲକୀ ଗ୍ରାମ ପଞ୍ଚାୟତର କୁମୁଡାପାଳି ଠାରେ ଧୁମଧାମରେ ଆୟୋଜିତ ହେଉଛି ଧନୁଯାତ୍ରା ମହୋତ୍ସବ। ତେବେ ତେବେ ଆଜି ସନ୍ଧ୍ୟା ସାଢ଼େ ଛାଟା ସମୟରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦେଇ ଏପରି ଯାତ୍ରା ଆୟୋଜନ ପାଇଁ ଆୟୋଜକଙ୍କୁ ପ୍ରଶଂଶା କରିଥିଲେ। ଦଲକୀ ଗ୍ରାମ ପଞ୍ଚାୟତର କୁମଡ଼ାପାଲିରେ ଆୟୋଜିତ ଧନୁଯାତ୍ରା ମହୋତ୍ସବରେ ଆଜି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ କଂସ ଦରବାର, କୃଷ୍ଣ ଙ୍କ ବିଭିନ୍ନ ଲୀଳାଖେଳା ପ୍ରଦର୍ଶିତ କରାଯାଇଥିଲା। ଅନୁଷ୍ଠିତ ହେଉଥିବା ଏହି ଧନୁଯାତ୍ରା ରେ ବିଭିନ୍ନ ଦିନରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ