ପିପିଲି: ବେରବୋଇ ସ୍ଥିତ ଗାନ୍ଧୀସ୍ମୃତି ପୀଠରୁ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ସ୍ଥାନୀୟ ବିଧାୟକ ଓ ସାଂସଦ
Pipili, Puri | Aug 13, 2025
ଆଜି ଅପରାହ୍ନ ତିନିଟାରେ ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ବେରବୋଇ ସ୍ଥିତ ଗାନ୍ଧୀ ସ୍ମୃତି ପୀଠରୁ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କାର୍ଯ୍ୟକ୍ରମ...