ଓରିଏଣ୍ଟ: ବ୍ରଜରାଜନଗର ସାନଜୋବ ଠାରେ କୁଳତା ସମାଜ ବିକାଶ ମଞ୍ଚ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ
Orient, Jharsuguda | Sep 6, 2025
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସାନଜୋବ ଠାରେ ଆଜି ଦିନ ଏଗାରଟା ସମୟରେ କୁଳତା ସମାଜ ବିକାଶ ମଞ୍ଚ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ...