ପଦ୍ମପୁର: ଗୋଠୁଗୁଡା ଛକ ନିକଟରେ ୫ କେଜି ୭୦ ଗ୍ରାମ ଓଜନର ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ
ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ଗୋଠୁଗୁଡା ଛକ ନିକଟରେ ଝାରବନ୍ଧ ପୋଲିସ ନାକା ଚେକିଙ୍ଗ କରିବା ସମୟରେ ଗୋଟିଏ ମୋଟର ସାଇକେଲରେ ଦୁଇଜଣ ଲୋକ ଗୋଟିଏ ବସ୍ତାରେ ଗଞ୍ଜେଇ ନେଇଥିବା ବେଲେ ପୋଲିସ କାବୁ କରିଥିଲା । ସେମାନଙ୍କ ଠାରୁ ୫ କେଜି ୭୦ ଗ୍ରାମ ଓଜନର ଗଞ୍ଜେଇ ,ନମ୍ବର ବିହିନ ଗୋଟିଏ ବଜାଜ ପ୍ଲାଟିନା ମୋଟର ସାଇକେଲ ଓ ନଗଦ ୫୧୦ ଟଙ୍କା ଜବତ କରିଥିଲେ । ଗଞ୍ଜେଇ ଚାଲାଣ କରୁଥିବା ଅଭିଯୁକ୍ତ ମାନେ ହେଲେ ବୁଡେନ ଥାନା ଅଞ୍ଚଳ ର। ଉଭୟେ କନ୍ଧମାଳରୁ ଝାରବନ୍ଧ ଅଂଚଳକୁ ଗଞ୍ଜେଇ ଚାଲାଣ କରୁଥିବା ପୋଲିସ ସୂଚନା ଦେଇଛି । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଝାରବନ୍ଧ ଥା