ବସ୍ତା: ଦୁନ୍ଦ ଗ୍ରାମରେ ଗତକାଲି ଆଜି ଯାଏ ମିଳୁନି ନିଖୋଜ ଶିଶୁ କନ୍ଯା ର ପତ୍ତା,ତହସିଲଦାରଙ୍କ ଉପସ୍ଥିତିରେ ଓଡ୍ରାଫଟିମ ସାହାଯ୍ୟ ରେ ଖୋଜାଖୋଜି ଜାରୀ
Basta, Balasore | Aug 28, 2025
ଗତକାଲି ଠାରୁ ଆଜି ଯାଏ ମିଳୁନି ନିଖୋଜ ଶିଶୁ କନ୍ଯା ର ପତ୍ତା, ଗଣେଷ ପୂଜା ରେ ମା ସହିତ ପୀଉସା ଘର କୁ ବୂଲିବାକୁ ଆସିଥିବା ବେଳେ ପାଣି ରେ ବୂଡି...