ବଲାଙ୍ଗୀର ଜିଲ୍ଲାର ରିଗୁଡ଼ିପଡା ଅଞ୍ଚଳର ବିଜୟ କୁମାର ସେଠୀ ଅତ୍ୟଧିକ ଅଜଣା ଟ୍ୟାବଲେଟ୍ ସେବନ କରି ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତି ହୋଇ ଥିବା ସୂଚନା ମିଳିଛି। ପରିବାର ଲୋକେ ତୁରନ୍ତ ତାଙ୍କୁ ବଲାଙ୍ଗୀର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇ ଭର୍ତି କରିଥିଲେ। ବର୍ତ୍ତମାନ ସେ ଆଇସିୟୁରେ ଡାକ୍ତରଙ୍କ ନିରନ୍ତର ନିରୀକ୍ଷଣାଧୀନରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା କୁହାଯାଉଛି। ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରି ଥିବା ଆଜି ରାତି 9ଟା 30ମିନିଟ ସମୟ ରେ ଜଣା ପଡିଭି