ସିମୁଳିଆ: ମିରିପୁର ଖଇରା ଗ୍ରାମ ରେ ଆତଙ୍କବାଦୀ ଗୁଳି ରେ ମୃତ୍ୟୁ ବରଣ କରିଥିବା ଵ୍ୟକ୍ତି ଙ୍କ ଉଦେଶ୍ୟ ରେ କ୍ୟାଣ୍ଡେଲ ଜାଳି ଶୋଭାଯାତ୍ରା କଲେ ଯୁବଶକ୍ତି,
Similia, Balasore | Apr 25, 2025
ଆତଙ୍କବାଦୀ ଙ୍କ ଗୁଳି ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କ ଉଦେଶ୍ୟ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ଯୁବଶକ୍ତି ସଂଗଠନ...