ଛେଣ୍ଡିପଦା ବ୍ରାହ୍ମଣବିଲର ଯୁବ ସମାଜସେବୀ ବିନୟ ସାହୁଙ୍କ ଅମର ଆତ୍ମାର ସଦଗତି କାମନା କରି କ୍ୟlଣ୍ଡଲ ରାଲି ଆୟୋଜିତ। କ୍ୟାଣ୍ଡେଲ ରାଲିରେ ସାମିଲ ହେଲେ ଛେଣ୍ଡିପଦା ୧୫ ନମ୍ବର ଜୋନର ଜିଲ୍ଲା ପରିଷଦ ଯୋଶବନ୍ତ ପ୍ରସାଦ ବେହେରାଙ୍କ ସମେତ ବହୁ ଯୁବ ନେତା ଓ ସାଧାରଣ ଜନତା। ଆଜି ସଂଧ୍ୟା ୬ ଟା ସମୟରେ ଆୟୋଜିତ ରାଲିରେ ଯୋଗଦେଇ ଅମର ଆତ୍ମାର ସଦଗତି କାମନା କରିଥିଲେ। ଛେଣ୍ଡିପଦାର ଜଣାଶୁଣା ଯୁବ ସମାଜସେବୀ ବିନୟ ସାହୁଙ୍କର ଅକାଳ ବିୟୋଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।