ବାଲିପାଟଣା: ବାଳକାଟୀ ରାସ୍ତାରେ ଅଟୋ ଓଲଟି ୩ ଆହତ
ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଅନ୍ତର୍ଗତ ବାଳକାଟୀ ରାସ୍ତାରେ ମଙ୍ଗଳ ବାର ସନ୍ଧ୍ୟା ୬ଟା ସମୟରେ ଏକ ଅଟୋ ଓଲଟି ପଡିଛି। ଏଥିରେ ୩ ଜଣ ଆହତ ହୋଇଥିବା ହୋଇଛନ୍ତି । ସ୍ଥାନୀୟ ଲୋକେ ଆହତ ମାନଙ୍କୁ ବାଳକାଟୀଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେଠାରେ ସେମାନେ ଚିକିତ୍ସିତ ହେଉଛନ୍ତି।ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ଅଛନ୍ତି ।ଡ୍ରାଇଭର ଜଣକ କିଏ ତାଙ୍କ ପରିଚୟ ମିଳି ପାରି ନାହିଁ।