ଧର୍ମଗଡ: ଜଗନ୍ନାଥ ସେବା ସମିତି ପକ୍ଷରୁ ପିପଲା ଗ ଠାରେ ଏକ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ।
ଜଗନ୍ନାଥ ସେବା ସମିତି ପକ୍ଷରୁ ରବିବାର ସକାଳ ୧୦ ଟା ରୁ ଧର୍ମଗଡ ବ୍ଲକ ଅନ୍ତର୍ଗତ ପିପଲା ଗ୍ରାମ ଠାରେ ଏକ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା।ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରି ଜଗନ୍ନାଥ ସେବା ସମିତି ର ଏଭଳି ସେବା କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ।