ଟିଟିଲାଗଡ: ଦୀର୍ଘ ୧୧ ବର୍ଷ ପରେ ମିଳିଲା ବିକଳାଙ୍ଗ ଭତ୍ତା, କଂଗ୍ରେସ ନେତା ବିରେନ୍ଦ୍ର ବାଗଙ୍କୁ ଧନ୍ୟବାଦ ଅର୍ପଣ କଲେ ଗୋବିନ୍ଦ ମାଝୀ
ଗୋବିନ୍ଦ ମାଝୀ ୧୧ବର୍ଷ ପରେ ପାଇଲେ ବିକଳାଙ୍ଗ ଭତ୍ତା,, ବିଭାଗୀୟ ଅଧିକାରୀ ମାନଙ୍କୁ ଧନ୍ୟବାଦ ଏହି ଘଟଣାକୁ ପବ୍ଲିକ ଆପରେ ଉପସ୍ଥାପନା କଲା ପରେ ତତ୍ପରତା ଦେଖାଇ ଥିବାରୁକିନ୍ତୁ ଆହୁରି ଅନେକ ଗୋବିନ୍ଦ ମାଝୀ ଭଳିଆ ସାଥୀ ମାନେ ସରକାରୀ ସୁଭିଧା ପାଇବାରୁ ବଞ୍ଚିତ ଅଛନ୍ତି ତାଙ୍କର ପାଇଁ ଗାଁ ର ସେଚେତନ ଯୁବକ ସାଥୀ ମାନଙ୍କୁ ନିବେଦନଯେ ତାଙ୍କର ଅଧିକାର ପାଇଁ ଟିକେ ସ୍ୱର ଉଠାଇବା ପାଇଁ କହିଲେ ବିରେନ୍ଦ୍ର ବାଗ।