ବାରିପଦା ମ୍ୟୁନିସିପାଲଟି: ଅବସରପ୍ରାପ୍ତ କର୍ମଚାରୀ ଭବନରେ ଜିଲ୍ଲା ପେଟ୍ରୋଲିୟମ ଡିଲରସ୍ ଆସୋସିଏସନ୍ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ରବିବାର ଦିନ ପ୍ରାୟ ୧୧.୩୦ଟାରେ ବାରିପଦା ସ୍ଥିତ ଅବସର ପ୍ରାପ୍ତ କର୍ମଚାରୀ ଭବନ ଠାରେ ମୟୂରଭଞ୍ଜ ପେଟ୍ରୋଲିୟମ ଡିଲରସ୍ ଆସୋସିଏସନ୍ ବାରିପଦା ପକ୍ଷରୁ ସ୍ବର୍ଗତ କୈଳାଶ ଚନ୍ଦ୍ର ଅଗ୍ରୱାଲ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ କରାଯାଇଥିଲା।