ସୁନ୍ଦରାକାଣ୍ଡ ପାଇଁ କଳସଶୋଭାଯାତ୍ରା ଆସନ୍ତା କାଲି ମକରସଂକ୍ରାନ୍ତି ଏହି ଉପଲକ୍ଷେ. କଣ୍ଟାମାଲ ବ୍ଲକ ମନମୁଣ୍ଡା ଥାନା ଛକରେ ସୁନ୍ଦରାକାଣ୍ଡ ଅନୁଷ୍ଠିତ ହବ ସେଥିପାଇଁ ଆଜି ସକାଳୁ 9ଘଣ୍ଟା ସମୟ ରେ ପାରମ୍ପରିକ ପୂଜା ଅର୍ଚନା କରୀ ନାମ ସାକିର୍ତନ କରୀ ଏକ କଳସ ଶୋଭାଯାତ୍ରା ବାହାରୀ ଥିଲା ଉକ୍ତ କାର୍ଯ୍ୟକ୍ରମ ରେ ସହ ସହ ଲୋକ ସାମିଲ ହୋଈଥିଲେ I