Public App Logo
Jansamasya
National
South_delhi
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
Worldenvironmentday
Beattheheat

କୋଟପାଡ: ଖଟଲାପଦର ବ୍ରିଜ ନିକଟରେ ଟଙ୍କା ଲୁଟ୍ ଘଟଣାରେ ୩ ଡକାୟତଙ୍କୁ ଗିରଫ କରିଛି ପୋଲିସ

Kotpad, Koraput | Nov 9, 2025
କୁନ୍ଦୁରା ପୋଲିସକୁ ମିଳିଛି ବଡ଼ ସଫଳତା  । ଖଟଲାପଦର ବ୍ରିଜ ନିକଟରେ ଟଙ୍କା ଲୁଟ୍ ଘଟଣାରେ ୩ ଡକାୟତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ଆଜି ଅପରାହ୍ନ ୨ ଟା ସମୟରେ ଜୟପୁର କୋର୍ଟ ଚଲାଣ କରାଯାଇଛି l ଗିରଫ ୩ ଅଭିଯୁକ୍ତ ଜୟପୁର ସଦର ଥାନା ଅନ୍ତର୍ଗତ ବାଲିଆ ଗାଁ ର ଅଜୟ ହରିଜନ, ନୀଳାଗୁଡାର ରାମକାଣ୍ଠ ହରିଜନ, ଏବଂ ଜୟପୁର ଟାଉନ ଥାନା ଅନ୍ତର୍ଗତ କ୍ରିଷ୍ଟିଆନ ସାହିର ସୁମିତ ସାହିଲ ନାୟକ ବୋଲି ଜଣା ପଡିଛି l ଡକାୟତ ମାନଙ୍କ ଠାରୁ ମାରଣାସ୍ତ୍ର, ନଗଦ ୨୦ ହଜାର ଟଙ୍କା , ୬ଟି ବାଇକ,୪ଟି ମବାଇଲ ଜବତ ହଇଥିବା କୁନ୍ଦୁରା ଥାନା ଅଧିକାରୀ ଅଶ୍ୱନୀ ପଟ୍ଟନାୟକ ସୂଚନା ଦେଇଛନ୍ତି l

MORE NEWS