ଜଗନ୍ନାଥ ପ୍ରସାଦ ସରସ୍ବତୀ ଶିଶୁ ମନ୍ଦିରରେ ସ୍ବଦେଶୀ ସପ୍ତାହ ହାଟ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ସରସ୍ବତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ସ୍ଵଦେଶୀ ସପ୍ତାହ ପାଳନ ଅବସରରେ ବୁଧୁବାର ଦିନ ଶିଶୁମାନଙ୍କ ଦ୍ୱାରା ସ୍ଵଦେଶୀ ହାଟ ଆୟୋଜିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ପରିଚାଳନା ସମିତି ସଭାପତି ବିରଞ୍ଚି ଶଙ୍କର ସାହୁଙ୍କ ଦ୍ବାରା ଦୀପ ପ୍ରଜ୍ବଳନ ତଥା ସ୍ଵଦେଶୀ ହାଟର ଉଦ୍ଘାଟନ କରା ଯାଇଥିଲା । ପରିଚାଳନା ସମିତିର ଉପସଭାପତି ଗୀତାଞ୍ଜଳୀ ପ୍ରଧାନ, ସମ୍ପାଦକ ପୁରୁଷୋତ୍ତମ ବେହେରା ,ଯୁଗ୍ମ ସଂପାଦକ ହେମନ୍ତ କୁମାର ଅଦାବର, କୋଷାଧ୍ୟକ୍ଷ ତରୁଣ କୁ