ଗୋପାଳପୁର: ଗୋପାଳପୁର ମେଡିକାଲରେ ଅବ୍ଯବସ୍ଥା, ପ୍ରତିକ୍ରିୟା ରଖିଲେ ମନ୍ତ୍ରୀଙ୍କ ପ୍ରତିନିଧି
ଗଞ୍ଜାମ ଜିଲ୍ଲା ଗୋପାଳପୁର ସରକାରୀ ହସ୍ପିଟାଲରେ ଅବ୍ଯବସ୍ଥା ଅଭିଯୋଗ। ବିଭିନ୍ନ ଟେଷ୍ଟିଂ ପାଇଁ ବାହାର ବେସରକାରୀ କ୍ଲିନିକ କୁ ପଠାଇ ଦେଉଛନ୍ତି ଡାକ୍ତର। ସୋମବାର ଅପରାହ୍ନରେ ଗୋପାଳପୁର ଠାରେ ଏଭଳି ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗୋପାଳପୁର ବିଧାୟକ ତଥା ରାଜ୍ୟ ସରକାରଙ୍କ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀଙ୍କ ପ୍ରତିନିଧି ପଞ୍ଚୁ ବେହେରା ।