କୋରାପୁଟ ସହର: ଅଧପନ୍ତରିଆ ଅବସ୍ଥାରେ ପଡି ରହିଚି ଚେକ୍ ଦ୍ୟାମ୍। ଲୋକ ଙ୍କ କାମରେ ଆସୁନି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଚି ପାଇକଫୁଲ ବେଢା ଗ୍ରାମରେ
କୋରାପୁଟ ସହର...ଆଜି ଅପରାହ୍ନ ଚାରି ଟା ସମୟରେ ଚାଷୀ ମାନଙ୍କ ଜମି ରେ ଜଳସେଚନ ନିମନ୍ତେ ସରକାର ଚେକ୍ ଡ୍ୟାମ .ଉଠା ଜଳ ସେଚନ ପ୍ରକଳ୍ପ ମାଧ୍ୟମରେ ଜମିରେ ଜଳ ସେଚନ ନିମନ୍ତେ ପଦକ୍ଷେପ ମାନ ନେଉ ଛନ୍ତି । ଲକ୍ଷ ଲକ୍ଷ ଟଙ୍କା ବିନିମୟ ରେ ଡ୍ୟାମ ଗଉଡ଼ିକ ନିର୍ମାଣ କରାଯାଉଛି । କିନ୍ତୁ ବିଭାଗୀୟ ଅଧିକାରୀ ମାନଙ୍କର ଉଦାସୀନତା ହେତୁ କେତେ ସ୍ଥାନରେ ଅଧ ପନ୍ତରୀୟା ତ କେତେକ ଚାଷୀଙ୍କ କାମରେ ଲାଗୁନାହିଁ । ଆଉ କେତେକ ସ୍ଥାନରେ ରକ୍ଷଣା ବେକ୍ଷଣ ଅଭାବରୁ ନଷ୍ଟ ହେବାରେ ଲାଗିଛି । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ସଦର ପାଇକ ଫୁଲବେଡା ପଞ୍ଚାୟତ ସଦ