ବାଲିଗୁଡା: ଖଜୁରିପଡା ବ୍ଲକ ର ଅପହଞ୍ଚ ଅଞ୍ଚଳରେ ମୁଖ୍ୟ ଉନ୍ନୟନ ଅଧିକାରୀ ଙ୍କ ଗସ୍ତ
ଖଜୁରିପଡା ବ୍ଲକ ର ଅପହଞ୍ଚ ଅଞ୍ଚଳରେ ମୁଖ୍ୟ ଉନ୍ନୟନ ଅଧିକାରୀ ଙ୍କ ଗସ୍ତ ଏହି ଗସ୍ତ କାଯ୍ୟକ୍ରମ ଟି ଶନିବାର ଦିନ 12ଘଣ୍ଟିକା ରୁ ଗସ୍ତ କରି ଅପରାହ୍ନ 4ଘଣ୍ଟିକା ରେ ଫେରିଛନ୍ତି ଆଜି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ କନ୍ଧମାଳ, ଶ୍ରୀ ଶମ୍ଭୁ ନାଥ ନନ୍ଦି ଓ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ, ପ୍ରକଳ୍ପ ପ୍ରଶାସକ ଶ୍ରୀ ଗଦାଧର ପାତ୍ର ଖଜୁରୀପଡ଼ା ଗସ୍ତରେ ଆସି ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ କ୍ଷେତ୍ର ପରିଦର୍ଶନ କରିଛନ୍ତି। ପ୍ରଥମେ ଖଜୁରୀପଡ଼ା ଗ୍ରାମ ପଞ୍ଚାୟତର ଚାରିପଡ଼ା ଗ୍ରାମର ପଦ୍ମଶ୍ରୀ ଡ. ପୂର୍ଣ୍ଣାମାସି ଯାନୀ ଘରକୁ ଯା