ସିମୁଳିଆ: କହ୍ନେଇବିନ୍ଧା ଠାରେ ବିଜେଡି ଜନସଂମ୍ପର୍କ ପଦଯାତ୍ରା ଅନୁଷ୍ଠିତ
ସିମୁଳିଆ ନିର୍ବାଚନ ମଣ୍ଡଳୀ ରେ ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ବିଜେଡି ପକ୍ଷରୁ ଜନ ସଂମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି lବିଜେପି ସରକାର ର ଅସଫଳତା ଓ ନବୀନ ସରକାର ସମୟରେ ହୋଇଥିବା ସଫଳତା ବିଷୟରେ ଲୋକ ମାନଙ୍କ ପାଖରେ ପହଂଞ୍ଚାଇବା ହେଉଛି ଏହି ପଦଯାତ୍ରା ର ମୂଳ ଲକ୍ଷ l ବିଜେଡି ରାଜ୍ୟ ସଭାପତି ଙ୍କ ନିର୍ଦେଶ ରେ ଆଜି ମାର୍କୋଣା ଷ୍ଟେସନ ରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ରେ ବାହାରି କହ୍ନେଇବିନ୍ଧା ଠାରେ ଏକ ସଭା ରେ ଅନୁଷ୍ଠିତ ହୋଇଥିଲା l ପୂର୍ବତନ ନୀଳଗିରି ବିଧାୟକ, ପୂର୍ବତନ ରେମୁଣା ବିଧାୟକ, ଭଣ୍ଡାରୀପୋଖରୀ ର ପୂର୍ବତନ ବିଧାୟକ l