ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ କେ ସାମନ୍ତରାପୁର ଗ୍ରାମ ରେ ଘଟିଥିବା ହତ୍ୟାକାଣ୍ଡ ଘଟଣା ରେ ଆଜି ନାବାଳକ ଆଦିତ୍ୟ ଜେନା ଙ୍କ ଅମର ଆତ୍ମାର ସଦଗଦି ନିମନ୍ତେ ଗ୍ରାମବାସୀ ଙ୍କ ପକ୍ଷରୁ ଏକ ବିଶାଳ କ୍ୟାଣ୍ଡଲ ଶୋଭାଯାତ୍ରା କରାଯାଇଛି, ଆଦିତ୍ୟ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ନ୍ୟାୟ ପାଇଁ ଶାନ୍ତି ପୂର୍ଣ୍ଣ କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।