ଟିଟିଲାଗଡ: ଲକ୍ଷେ ଦେଲେ ମିଳିବ ଏକ କୋଟି ଟଙ୍କା କହି ଠକୁଥିବା ମାଷ୍ଟର ମାଇଣ୍ଡ ସହ ତିନି ସହଯୋଗୀଙ୍କୁ ଗିରଫ କଲା ଟିଟିଲାଗଡ଼ ପୋଲିସ।
Titlagarh, Balangir | Jul 27, 2025
ଟିଟିଲାଗଡ଼ - କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଥାନା ଖଜୁରୀ ଗୁଡ଼ା ଗ୍ରାମର ଦୀନବନ୍ଧୁ ଗୋର୍ଡିଆଙ୍କୁ ଦୀର୍ଘ ଆଠ ମାସ ହେବ ଏକ ଲକ୍ଷ ଟଙ୍କା ଏବଂ...