ଅନୁଗୋଳ: ଜାତୀୟ ସ୍ତରୀୟ ଜୁଡୋ ପ୍ରତିଯୋଗିତାରେ ଅନୁଗୋଳର ଆୟୁଷ ; ପ୍ରତିକ୍ରିୟା ରଖିଲେ ଆୟୁଷ ଓ ଦୁଶ୍ୟନ୍ତ କୁମାର ନାଥ
Anugul, Angul | Nov 14, 2025 ଚଳିତ ମାସ ତା ୧୭/୧୧/୨୦୨୫ ରିଖ ଠାରୁ ତା ୧୯/୧୧/୨୦୨୫ ରିଖ ପଯ୍ୟନ୍ତ ଜାତୀୟ ସ୍ତରିୟ ଜୁଡୋ ପ୍ରତିୟୋଗୀତା ହାଇଦ୍ରାବାଦ ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି। ଉକ୍ତ ପ୍ରତିଯୋଗିତାରେ ଅନୁଗୋଳ ଜିଲ୍ଲା ଓଡିଏମ୍ ସ୍କୁଲ୍ ର ନବମ ଶ୍ରେଣୀ ଛାତ୍ର ଆୟୁଷ ପ୍ରଧାନ ରାଜ୍ୟ ସ୍ତରୀୟ ଜୁଡୋ ପ୍ରତିୟୋଗିତରେ ସ୍ଵର୍ଣ୍ଣ ପଦକ ହାସଲ କରି ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । ଆୟୁସ କୁ ଅନୁଗୋଳ ଲୋକ ପ୍ରିୟ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଜାତୀୟ ସ୍ତରରେ ପଦକ ହାସଲ କରିବା ପାଇଁ ଆଶୀର୍ବାଦ ପ୍ରଦାନ କରିଛନ୍ତି। ଅନୁଗୋଳ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସେଠ,ଅନୁଗୋଳ ଜିଲ୍ଲା ଜୁ