ଟାଙ୍ଗରସାହି ୟୁପିସ୍କୁଲ ଠାରେ ଆଜି ଅପରାହ୍ନ 3ଟା 30 ମିନିଟ ପର୍ଯ୍ୟନ୍ତ ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାକୁ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ସବଜୁନିଅର 78, ଜୁନିଅର 60 ଏବଂ ସିନିୟର୍ 38ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ l ସିଆର ଶିସି ନାରାୟଣ ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବକୁ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଧିକାରି ଅଜୟ ଲୁହା ଏବଂ ସମ୍ମାନିତ ଅତିଥି ଭାବରେ ଏବିଇ ଓ ବାରନା ଦୁଙ୍ଗଦୁଙ୍ଗ, ପ୍ରଧାନ ଶିକ୍ଷକ ଅଭିମନ୍ୟୁ ବଗର୍ତ୍ତି ଯୋଗଦେଇ ଛାତ୍ର ଛା