ଜାନୁଆରୀ ୨୫ ତାରିଖ ସକାଳ ୯ ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ " ବିଶାଳ ହିନ୍ଦୁ ସମ୍ମିଳନୀ " କାର୍ଯ୍ୟକ୍ରମ ସେକ୍ଟର ୨ ସ୍ଥିତ ଦୁର୍ଗାପୂଜା ପଡିଆରେ ଆୟୋଜନରେ ମହିଳାମାନେ ସକାଳ ୯ଟା ସମୟରେ ୧୦୮ କଳସଯାତ୍ରା ଗାୟତ୍ରୀ ମନ୍ଦିରଠାରୁ ବାହାରି ରିଙ୍ଗରୋଡ଼ ଦେଇ ସହର ପରିକ୍ରମା କରିବା ପରେ ଭାରତ ମାତାଙ୍କ ଫଟୋଚିତ୍ର ପାଖରେ ପ୍ରଦୀପ ପ୍ରଜ୍ବଳନ ପରେ ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ସଭାରେ ମୁଖ୍ୟ ଅତିଥି ଭାବେ ବୈଦେହୀ ପ୍ରବକ୍ତା ଆର୍ଯ୍ୟ ସନ୍ୟାସୀ ସ୍ୱାମୀ ଶ୍ରୀ ସତ୍ୟ ସରସ୍ବତୀ ବକ୍ତବ୍ୟରେ କହିଲେ, ସମାଜରେ ଜାତିବାଦ ଦେଖନ୍ତୁ ନାହିଁ, ଆମେ ହିନ୍ଦୁମାନେ ଯଦି ଏକାଠି ହୋଇ ନ ରହିବା,ଆଗକହିନ