ବୀରମହାରାଜପୁର: ମେଣ୍ଡାମାଲ ଗ୍ରାମରେ ଅଜିତ୍ କୁମାର ଖଣ୍ଡଗିରୀଙ୍କୁ ନିର୍ମମ ଭାବରେ ହତ୍ୟା ଘଟଣା, ଜଣେ ନାବାଳକ ସମେତ 3କୋର୍ଟ ଚାଲାଣ
Biramaharajpur, Subarnapur (Sonepur) | Sep 9, 2025
ବୀରମହାରାଜପୁର ଥାନା ଅନ୍ତର୍ଗତ ମେଣ୍ଡାମାଳ ଗ୍ରାମରେ ବାଘମାରି ଗ୍ରାମର ଅଜିତ୍ କୁମାର ଖଣ୍ଡଗିରୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା ଘଟଣାରେ ଜଣେ...