ରେଢାଖୋଲ: ବିଜେପି ଜିଲ୍ଲା ସଭାପତିଙ୍କୁ ସମ୍ବର୍ଦ୍ଧନା କଲେ ରେଢ଼ାଖୋଲ ବିଜେପି କାର୍ଯ୍ୟକର୍ତ୍ତା
ବିଜେପି ଜିଲ୍ଲା ସଭାପତିଙ୍କୁ ସମ୍ବର୍ଦ୍ଧନା କଲେ ରେଢ଼ାଖୋଲ ବିଜେପି କାର୍ଯ୍ୟକର୍ତ୍ତା,ସମ୍ବଲପୁର ଜିଲ୍ଲା ସଭାପତି ରାମ ଚନ୍ଦ୍ର ମେହେରଙ୍କୁ ଗୁରୁବାର ସକାଳେ ସମ୍ବଲପୁରର ସାର୍କିଟ ହାଉସ ଠାରେ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତା ଭେଟି ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧନା ଦେଇଛନ୍ତି । ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତିକୁ ନେଇ ଦଳର ବହୁ ତୁଙ୍ଗ ନେତାଙ୍କ ନା ଚର୍ଚ୍ଚା ରେ ଥିବା ବେଳେ ଏକାଧିକ ଆଶାୟୀ ଥିଲେ । ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ବାଦ ବିବାଦ ଦେଖାଦେଇଥିଲା । ଶେଷରେ ରାଜ୍ୟ ସଭାପତି ମନମୋହନ ସାମଲ ଜଣେ ଅଭିଜ୍ଞ ନେତା ରାମ ଚନ୍ଦ୍ର ମେହେରଙ୍କ ନାମ ଘୋଷଣ